Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ପାଟଣା ଅବକାରୀ ଥାନା ପକ୍ଷରୁ ରେଡ୍, ୪୦୧ ଲିଟର ମହୁଲି ମଦ ଜବତ ଓ ୭ ଗିରଫ

7/12/2021 at 3:16 PM

ପାଟଣା ୦୭/୧୨: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ଓ ଅବକାରୀ ନିରୀକ୍ଷକ ବେଣୁଧର ସାମଲଙ୍କ ନିର୍ଦ୍ଦେଶରେ ଚଢାଉ । ପାଟଣା ଅବକାରୀ ଥାନା ପକ୍ଷରୁ ତୁରୁମୁଙ୍ଗା ଥାନାର ଖିରେଇଟାଙ୍ଗିରୀ, ବାଉଁଶୂଳୀ ଓ ପାଟଣା ଥାନାର ମିରିଗିଖୋଜୀ, କେନ୍ଦୁଜୋଡା, କୁଦାବେଡା ଓ ଗୋପିନାଥ ପୁରରେ ଚଢ଼ାଉ ହୋଇଛି । ୪୩୦୦ କିଗ୍ରା ପୋଚ ନଷ୍ଟ କରିବା ସହ ୪୦୧ ଲିଟର ମହୁଲି ମଦ ଜବତ ହୋଇଛି ।

ଏହାସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ମିରିଗିଖୋଜୀର ବିଶ୍ବନାଥ ମୁଣ୍ଡା, କୁଦାବେଡାର ମୁକେଶ ମାଝୀ, କେନ୍ଦୁଯୋଡାର ମୀନା ମାଝୀ,ମଣ୍ଡି ମାଝୀ ଗୋପିନାଥ ପୁର ଗ୍ରାମର ରଘୁନାଥ ମାଝୀ ବାଉଁଶୂଳୀର ସମରା ମୁଦୀ, ଖିରେଇଟାଙ୍ଗିରୀର ସାବିତ୍ରୀ ନାଏକ।

   Related Posts