ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ ୭ ଗିରଫ
23/03/2019 at 2:29 PM

ଭୁବନେଶ୍ବର ୨୩|୩ : ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଘଟଣାରେ ଚୋରା ମଦ କାରବାର କରୁଥିବା ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ୧୮ ହଜାର ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।
Related Posts
ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ୍ ଜବତ
20 January 2021
ରାଉରକେଲାରେ ପୁଣି ଲଜ୍ଜା : ଜଙ୍ଗଲକୁ ନେଇ ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ !
20 January 2021
ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା
20 January 2021
ହୁତୁ ହୁତୁ ହୋଇ ଜଳିଗଲା ଗଞ୍ଜେଇ ଭର୍ତ୍ତି ଗାଡି
20 January 2021