Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୩୧ ଲକ୍ଷ ବ୍ୟୟରେ ନିର୍ମାଣ ହେଲା ଅବକାରୀ କାର୍ଯ୍ୟାଳୟ, ଉଦ୍‌ଘାଟନ କଲେ ବାଚସ୍ପତି

2/11/2021 at 3:48 PM

ସାନଖେମୁଣ୍ଡି, ୦୨।୧୧: ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡିରେ ନବ ନିର୍ମିତ ଅବକାରୀ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର l ପୂର୍ବରୁ ଏଠାରେ ଏକ ଭଡା ଘରେ ବିଭାଗ କାର୍ଯ୍ୟ ଚାଲିଥିଲା । ପରେ ସରକାରୀ ପାଣ୍ଠିରୁ ୩୧ ଲକ୍ଷ ଟଙ୍କା ବ୍ୟୟରେ ଏହାର କାର୍ଯ୍ୟଳୟ ନିର୍ମାଣ ହୋଇଛି l ଅଫିସ ହେବା ପରେ ଅପ ମିଶ୍ରିତ ମଦ ଓ କଳା ବଜାରୀରେ ବିକ୍ରି କରୁଥିବା ଅପରାଧୀ ମାନଙ୍କୁ ଧରିବାରେ ସୁଫଳ ମିଳିବ ବୋଲି ଆଶା କରାଯାଉଛି ।

ଏହା ସହ ଏହି ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପ୍ରତି ମଧ୍ୟ ନଜର ରହିବ ବୋଲି କହିଛନ୍ତି ବାଚସ୍ପତି ଓ ଅବକାରୀ ଦକ୍ଷିଣାଞ୍ଚଳ ଅବକାରୀ ଉପ ଆଯୁକ୍ତ ରାଜେନ୍ଦ୍ର କୁମାର ପଣ୍ଡା । ଉଦଘାଟନ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଅବକାରୀ ବ୍ରହ୍ମପୁର ଏସପି ପ୍ରମୁଖ ଯୋଗ ଦେଇଥିଲେ।

   Related Posts