Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବକାରୀ ବିଭାଗଙ୍କ ମାଡ ପ୍ରତିବାଦରେ ଧାରଣା

23/04/2018 at 7:02 AM

ମୟୁରଭଞ୍ଜ ଜିଲ୍ଲା ମାଣିକପୁର ଗ୍ରାମବାସୀଙ୍କ ଅବକାରୀ ବିଭାଗଙ୍କ ମାଡ ପ୍ରତିବାଦରେ ଧାରଣା
ଆଜି ସକାଳୁ ଅବକାରୀ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି କିଛି ପୋଚ ଜବତ କରିଥିଲେ
ଏଥିସହ ବିନା କାରଣରେ ଗ୍ରାମବାସୀଙ୍କୁ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀମାନେ ମାଡ ଆରିଥିବା ଅଭିଯୋଗ ଆସିଛି
ମାଡରେ ୫ଜଣ ଆହତ ହୋଇଛନ୍ତି
ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି
ନ୍ୟାୟ ଦାବିରେ ଅବକାରୀ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ

Leave a Reply

   Related Posts