ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ପୋଚ ଜବତ

Published By : Prameya-News7 Bureau | November 16, 2019 IST

ବାଲେଶ୍ବର ୧୬।୧୧ : ବାଲେଶ୍ବର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ କରି ବିପୁଳ ପରିମାଣର ପୋଚ ଜବତ କରିଛି । ଅବକାରୀ ବିଭାଗର ଚଢାଉରେ କାହାରିକୁ ଗିରଫ କରାଯାଇନାହିଁ ।

{"id":185131,"sizeSlug":"large"}

ସୂଚନାଯୋଗ୍ୟ ଯେ , ବାଲେଶ୍ବର ସହ ନିକଟ ତୁଳସୀ ପଦା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅବକାରୀ ବିଭାଗର ଚଢ଼ାଉରେ  ୧୬ହଜାର ଲିଟରରୁ ଅଧତ୍କ ପୋଚ ଜବତ ପରେ ସମସ୍ତ ପୋଚକୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବାହି ପୋଚର ମୂଲ୍ୟ ଦୁଇ ଲକ୍ଷରୁ ଅଧତ୍କ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ବିଭାଗର ଚଢାଉରେ  କାହାରିକୁ ଗିରଫ କରାଯାଇନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.