ଭରତପୁର ବସ୍ତିରେ ଚାଲିଥିଲା ଚୋରା ମଦ ବେପାର, ଚଢାଉ ବେଳେ ଆକ୍ରମଣର ଶିକାର ହେଲେ ଅବକାରୀ ଓ ପୋଲିସ କର୍ମଚାରୀ

Published By : Prameya-News7 Bureau | June 03, 2021 IST

ଭୁବନେଶ୍ବର ୩।୬: ଚୋରା ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଅବକାରୀ ଓ ପୋଲିସ କର୍ମଚାରୀ । ଭୁବନେଶ୍ବର ଭରତପୁର ବସ୍ତିରେ ଚାଲିଥିଲା ଦେଶୀ ମଦ ବେପାର । ଖବର ପାଇ ଅବକାରୀ କର୍ମଚାରୀ ଚଢାଉ କରିଥିଲେ । ଚଢାଉ ବେଳେ ଭରତପୁର ବସ୍ତି ଲୋକେ ଅବକାରୀ ବିଭାଗ କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଏଥିରେ ଅବକାରୀ ବିଭାଗର ୫ ଜଣ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି ।

{"id":460797,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.