Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

26/07/2020 at 8:39 PM

ବାଲିଗୁଡା୨୬/୭: କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଗାଁର  ବିଷୋୟୀ ସାହିରେ ଅଭାବନୀୟ  ଘଟଣା l   ସନ୍ଧ୍ୟାରେ  ପୂର୍ବତନ  ସରପଞ୍ଚ ବ୍ରଜରାଜ  ବିଷୋୟୀଙ୍କୁ  ଟାଙ୍ଗିଆରେ  ହାଣି  ନିର୍ମମ ଭାବେ ହତ୍ୟାକଲେ  ଦୁର୍ବୃତ୍ତ l ପୂର୍ବ ଶତ୍ରୁତାକୁ  କେନ୍ଦ୍ରକରି  ହତ୍ୟାକାଣ୍ଡ  ଘଟିଥିବା ସୂଚନା ମିଳିଛି l ହତ୍ୟା ଅଭିଯୁକ୍ତ  ସେହି ସାହିର  ଡେପୁଟି  ବିଷୋୟୀ  ନିଜ  ଘରକୁ  ଡାକି  ଧାରୁଆ ଟାଙ୍ଗୀଆରେ ହାଣି  ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି  l

ବ୍ରଜରାଜଙ୍କୁ ଗୁରୁତର ଅବସ୍ଥାରେ   ସାରଙ୍ଗଡ଼  ମେଡିକାଲରେ  ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଛି  ଅଭିଯୁକ୍ତଙ୍କୁ  ପୋଲିସ  ଏଯାଏଁ   ଗିରଫ କରାଯାଇ ନଥିବା ସୂଚନା ମିଳିଛି ।

   Related Posts