Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରେଳଲାଇନରୁ ମିଳିଲା ପୂର୍ବତନ ବିଧାୟକଙ୍କ ମୃତଦେହ

10/12/2018 at 12:34 PM

ଅନୁଗୋଳ ୧୦|୧୨:  ରେଳଲାଇନରୁ ମିଳିଲା ପୂର୍ବତନ ବିଧାୟକଙ୍କ ମୃତଦେହ । ଅନୁଗୋଳ ଜିଲ୍ଲାବଳରାମପ୍ରସାଦ ରେଳଲାଇନରୁ ଆଠମଲ୍ଲିକ ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ରାଜକିଶୋର ପାଇକସାହିରେ ରହୁଥିଲେ ।ଗତକାଲି ମର୍ଣ୍ଣିଂ ୱକ୍  ପାଇଁ ଅନୁଗୋଳ ଇକୋ ପାର୍କକୁଆସିଥିଲେ । ସେଠାରେ ସେ ଅନୁଗୋଳ ରେଲୱେ ଷ୍ଟେସନକୁ ଯାଇଥିଲେ । ଷ୍ଟେସନରୁ କୌଣସି ଟ୍ରେନରେ ଯାଉଥିବାବେଳେ ଟ୍ରେନରୁ ଖସିପଡି ମୃତ୍ୟୁ ସନ୍ଦେହ କରାଯାଉଛି । ଅନୁଗୋଳ ଓ ନାଲକୋ ପୋଲିସ ଘଟଣାର ତଦନ୍ତ ଆରମ୍ଭକରିଛି । ରାଜକିଶୋର ୧୯୭୫ ଓ ୭୬ରେ ଆଠମଲ୍ଲିକରୁ କଂଗ୍ରେସ ବିଧାୟକ ଥିଲେ ।

   Related Posts