Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ପରଲୋକ

17/09/2019 at 3:58 PM

କୋଣାର୍କ ୧୭।୯: କାକଟପୁରର ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ବୟସ ହୋଇଥିଲା । ରସୁଲଗଡ଼ରେ ଥିବା ନିଜ ବାସଭବନରେ ବୃନ୍ଦାବନ ପାତ୍ର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

୧୯୭୪ ମସିହାରେ କାକଟପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ଗୋପ ବ୍ଲକରେ ଦୁଇ ଥର ଅଧକ୍ଷ ନିର୍ବାଚିତ ହୋଇଥିଲେ । ତାଙ୍କ ମୁତ୍ୟୁରେ ଗୋପ କାକଟପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts