Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପୁରୀରେ ଉଚ୍ଛେଦ କାର୍ଯ୍ୟ ବନ୍ଦ

1/09/2019 at 11:46 AM

ପୁରୀ ୧।୯: ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପୁରୀରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ । ଉଚ୍ଛେଦ ପ୍ରକ୍ରିୟାରେ ମାଟିରେ ମିଶି ସାରିଛି ବଣିଆପଟି ।ଏହାପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ତେବେ ପଞ୍ଚମ ଦିନରେ ଭଙ୍ଗା ଯାଇଥିଲା ଏମାର ମଠର ଅନ୍ୟ ଭାଗ ।

ମଠର ମନ୍ଦିର ଓ ମହନ୍ତଙ୍କ ଜିଦ୍ ଲାଗି ମୁଖ୍ୟ ଘରେ ହାତ ମାରି ପାରିନି ପ୍ରଶାସନ। ତେବେ ଏହି ମୁଖ୍ୟ ଘରର ପାଣି ଓ ବିଜୁଳି ସଂଯୋଗ କଟାଯାଇଛି । ମଠ ଯାଗାରେ ଭଡ଼ାରେ ଥିବା ଦୋକାନ ଗୁଡ଼ିକ ହଟାଯାଇଛି । ଶ୍ରୀମନ୍ଦିରର ପୂର୍ବ ଦକ୍ଷିଣ କୋଣରେ ଥିବା ବଣିଆପଟିକୁ ଉଚ୍ଛେଦ କରାଯାଇଛି । ୧୧ ସୁନା ଦୋକାନ ମାଟିରେ ମିଶି ଯାଇଛି । ଏମାର ମଠର ମୁଖ୍ୟ ଘର ଭଙ୍ଗା ଯିବ କି ନା ସ୍ଥିର ହୋଇପାରିନି ।

   Related Posts