Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଆସନ୍ତା ୯ ତାରିଖରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

7/04/2020 at 4:52 PM

ଭୁବନେଶ୍ବର୭/୪: କରୋନା ସତର୍କତା ନେଇ ସରକାର ନୂଆ ଘୋଷଣା କରିଛନ୍ତି। ଆସନ୍ତା ୯ ତାରିଖରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ମାସ୍କ ନ ମିଳେ ତେବେ ସଫା ରୁମାଲ ମୁହଁରେ ବାନ୍ଧି ପାରିବେ। ତାହା ଛଡ଼ା ମହିଳାମାନେ ପିନ୍ଧିଥିବା ଲୁଗାର କାନିକୁ ପରସ୍ତ ପରସ୍ତ କରି ମୁହଁରେ ଦେଇ ପାରିବେ। କିମ୍ବା ଘରେ ସଫା କପଡ଼ା ଥିଲେ ତାକୁ ପରିଷ୍କାର କରି ମୁହଁରେ ମାସ୍କ ଭାବେ ବାନ୍ଧି ପାରିବେ ବୋଲି ପ୍ରେସ୍‌ମିଟରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ସେପଟେ କରୋନା ପାଇଁ ନୂଆ ହେଲ୍‌ପ ଲାଇନ୍ ନମ୍ବର ୧୪୦୧୦  ଜାରି ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ କ୍ରମେ ପୁଣି ୪୨ ଜଣ ନିଜାମୁଦ୍ଦିନ ଫେରନ୍ତା ପଞ୍ଜିକରଣ କରିଛନ୍ତି। ମୋଟ୍ ନିଜାମୁଦ୍ଦିନ ଫେରାନ୍ତଙ୍କ ପଞ୍ଜିକରଣ ସଂଖ୍ୟା ୭୦ରେ ପହଞ୍ଚିଛି। ସେହିପରି ସ୍ବେଚ୍ଛାକୃତ ସେବା କରିବା ଲାଗି ୩ ଶହ ଡାକ୍ତର ଆଗେଇ ଆସିଛନ୍ତି।

   Related Posts