Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଯୁବକଙ୍କୁ ଜୋତାରେ ମାରିଲେ ଛାତ୍ରୀ , ପରେ ଲୋକେମାନେ ମଧ୍ୟ ମାରିଲେ ମାଡ, ଭିଡିଓ ଭାଇରାଲ ,ପୋଲିସ କହିଲା- ସାବାଶ !

16/09/2019 at 4:52 PM

ହସନପୁର୧୬|୯:  ଇଣ୍ଟର କଲେଜର କିଛି ଛାତ୍ରୀଙ୍କୁ ଜଣେ ଯୁବକ ବାରମ୍ବାର ହଇରାଣ କରୁଥିଲା। ଖରାପ କମେଣ୍ଟ ମାରିବା ସହ ଦୁର୍ବବ୍ୟବହାର ମଧ୍ୟ କରୁଥିଲା। ପ୍ରତିଦିନ ବାଇକ୍‌ରେ ଆସି କଲେଜର କିଛି ଛାତ୍ରୀଙ୍କୁ ଖରାପ ନଜରରେ ଦେଖୁଥିଲା। ବାରମ୍ବାର ଏମିତି ହେବା ପରେ ଛାତ୍ରୀଙ୍କ ଧର୍ଯ୍ୟଚ୍ୟୁତି ହୋଇଥିଲା । ଏକାଦଶ ଶ୍ରେଣୀର ଦୁଇ ଜଣ ଝିଅ ସାହାସ ଦେଖାଇ ଯୁବକର ଦୃଢ ମୁକାବିଲା କରିଥିଲେ।

ଜୋତାରେ ମାଡ ମାରି ଯୁବକଙ୍କୁ ଉଚିତ୍‌ ଶିକ୍ଷା ଶିଖାଇଥିଲେ । ତାଙ୍କୁ ଦେଖି ଆଖପାଖ ଲୋକେ ମଧ୍ୟ ଯୁବକକୁ ନିସ୍ତୁକ ମାଡ ମାରିଥିଲେ। ଏହି ଘଟଣାଟି ଉତ୍ତର ପ୍ରଦେଶର ଅମରୋହା ଅଂଚଳ ଅନ୍ତର୍ଗତ ହସନପୁର ସ୍ଥିତ ସୁଖଦେବ ଇଣ୍ଟର କଲେଜର କିଛି ଛାତ୍ରୀଙ୍କ ସହ ହୋଇଥିଲା। କିଛି ଲୋକ ଯୁବକକୁ ଜୋରସୋରରେ ଚାପୁଡା ମାରିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ କରାଯାଇଛି।

ଏହା ପରେ ପୋଲିସ ମାମଲା ରୁଜୁ କରିଥିଲା। ଦୁଇଜଣ ଛାତ୍ରୀ ଏଭଳି ସାହସିକତା ଦେଖାଇଥିବାରୁ ପୋଲିସ ତାଙ୍କର ପ୍ରଶଂସା କରିଛି ।  ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ କହିଛି।

ତଦନ୍ତ ପରେ ଜଣା ପଡିଛି ଯେ, ଗତ ଗୋଟେ ମାସ ଧରି ଅଭିଯୁକ୍ତ ଛାତ୍ରୀମାନଙ୍କୁ ହଇରାଣ କରୁଥିଲା। ସେଠାର ଝିଅମାନଙ୍କୁ ଆତ୍ମରକ୍ଷା ପାଇଁ ଶିକ୍ଷା ଦିଆଯାଏ। ଏହି କାରଣ ଯୋଗୁଁ ଝିଅମାନେ ଏଭଳି କାମ କରିବା ପାଇଁ ପଛାଇ ନଥିଲେ। ସେଠାର ଲୋକମାନେ ମଧ୍ୟ ଯୁବକକୁ ନିଜ ବାଇକ ଉପରେ ଠିଆ କରାଇ ନିର୍ଧୁମ୍‌ ମାଡ ମାରିଥିଲେ।

   Related Posts