Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଇଶାଙ୍କ ହଟ୍ ପୋଜ୍ ସୋସିଆଲ୍ ମିଡିଆରେ ଲାଗିଲା ନିଆଁ… ଫ୍ୟାନ୍ସଙ୍କ ଟ୍ରୋଲ୍.. I LOVE YOU…

28/12/2019 at 2:44 PM

ମୁମ୍ବାଇ ୨୮।୧୨:  ଇଶା ଗୁପ୍ତା ଜଣେ ଏପରି ଅଭିନେତ୍ରୀ ଯିଏ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ । ବେଳେବେଳ ନିଜର ବୋଲ୍ଡ ଫଟୋ ଛାଡି ଦର୍ଶକ ମନରେ ନିଆଁ ଲଗାଇଥାନ୍ତି ତ କେତେବେଳେ ତାଙ୍କୁ ନେଇ ଚର୍ଚ୍ଚା । ଇଷା ନିଜର ପ୍ରଂଶସକଙ୍କୁ ଟ୍ରୋଲ କରିଲା ଭଳି ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟତ ଅପଲୋଡ କରିଥାନ୍ତି ।

View this post on Instagram

We are all Art

A post shared by Esha Gupta🌎 (@egupta) on

ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ନିଜର ବୋଲ୍ଡ ଫଟୋ ସୁଟ୍ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସିଛନ୍ତି । ଇଶା ମାଦ୍ରିଦରେ ନିଜର ୩୪ତମ ଜନ୍ମଦିନ ପାଳନ ଅବସରରେ ଏହି ଫଟୋ ସୁଟ କରିଛନ୍ତି । ନିଜର କିଛି ନିକଟତମ ସାଙ୍ଗମାନଙ୍କ ସହିତ ମାଦ୍ରିଦରେ ଜନ୍ମଦିନ ପାଳନ କରିଛନ୍ତି । ଇଶା ନିଜ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଓ ହ୍ବାଇଟ ରଙ୍ଗର ଡ୍ରେସ ପିନ୍ଧିଥିବା ଏକ ଫଟୋ ଅପଲୋଡ କରିଛନ୍ତି । ଏହି ବଲିଉଡ୍ ସୁନ୍ଦରୀ ଜଣଙ୍କ ନିଜ ଫଟୋସୁଟ ଯିଏ ଦେଖିବା ତା ମନରେ ନିଆଁ ଲଗାଇଦେଇଛି  ।

 ୟୁଜରମାନଙ୍କ ମନର ମଧ୍ୟ ବେଶ ନିଆଁ ଲଗାଇଦେଇଛି ଏହି ଫଟୋ । ଇଶା ନିଜର ଏହି ଡିଜାଇନର ଡ୍ରେସ ସହିତ ନିଜ ଗଳାରେ ଏକ ମେଟାଲିକ୍‌ର ନେକଲେସ ପିନ୍ଧିଛନ୍ତି । ଯାହାକି ଫଟୋକୁ ଆହୁରି ସୁନ୍ଦର କରିଦେଇଛି ।  ସୋସିଆଲ ମିଡିଆରେ ଇଷା ଏହି ସବୁ ବୋଲ୍ଡ ଫଟୋ ଅପଲୋଡ କରିବା ମାତ୍ରେ ପ୍ୟାନ ମାନେ ଏହାକୁ ଟ୍ରୋଲ କରିବାର ଲାଗିଛନ୍ତି । କିଏ ଫଟୋକୁ ଦେଖି କହୁଛି ଜାନୁ I LOVE YOU, ତ ପୁଣି କିଏ କହୁଛି ତୁମେ ଏହି ଫଟୋରେ ଖୁବ HOT ଲାଗୁଛ । ଏହିପରି ଭାବରେ ସୋସିଆଲ ମିଡିଆରେ ଇଶାଙ୍କ ବୋଲ୍ଡ ଫଟୋ ଟ୍ରୋଲ ହେବାର ଲାଗିଛି ।

   Related Posts