ପୋଲିସ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ : ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ବୈକୁଣ୍ଠ ନାୟକ

Published By : Prameya-News7 Bureau | November 15, 2021 IST

ଭୁବନେଶ୍ବର ୧୫।୧୧: ପୋଲିସ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ବୈକୁଣ୍ଠ ନାୟକ । ଏଗ୍ରିମେଣ୍ଟ କରି ଟଙ୍କା ନେଉଥିଲା ବୈକୁଣ୍ଠ । ଏଗ୍ରିମେଣ୍ଟରେ ହାତ ଉଧାରି କଥା ଲେଖୁଥିଲା । ଇଓଡବ୍ଲୁ ହାତରେ ଲାଗିଛି ଏମିତିକା ୧୭ ଏଗ୍ରିମେଣ୍ଟ । ନିଜକୁ ASO ପରିଚୟ ଦେଉଥିଲା କିନ୍ତୁ ପରୀକ୍ଷା ଦେଇ ନିଜେ ବିଫଳ ହୋଇଥିଲା । ବୈକୁଣ୍ଠ ନାଁରେ ଚାକିରୀ ପାଇଥିବା ଅନ୍ୟ ଜଣେ କର୍ମଚାରୀଙ୍କ ଆଇକାର୍ଡ ଚୋରି କରି ବ୍ୟବହାର କରୁଥିଲା । ସମ୍ପର୍କୀୟଙ୍କ ନାଁରେ ଏବଂ ତାଙ୍କ ନାଁରେ ଖୋଲିଥିଲା ବିଭିନ୍ନ ଆକାଉଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.