ରାଜଧାନୀରୁ ଠକ ବିଲଡର ଗିରଫ
7/08/2018 at 11:17 AM

ଭୁବନେଶ୍ୱର ୭/୮ : ରାଜଧାନୀରୁ ଠକେଇ ଅଭିଯୋଗରେ ଜଣେ ବିଲଡରଙ୍କୁ ଗିରଫ କରାଯାଇଛି | କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ନୟାପଲ୍ଲୀ ଆଇଆରସି ଭିଲେଜ ଅଂଚଳରେ ଥିବା ଜି-ଇନଫ୍ରା କନଷ୍ଟ୍ରକସନର ଏମଡି ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କରିଛି | ତାଙ୍କ ବିରୋଧରେ ଗ୍ରାହକଙ୍କ ଠୁ ୧୨ କୋଟି ଟଙ୍କା ଥକି ନେଇଥିବା ଅଭିଯୋଗ ହୋଇଥିଲା | ଜଟଣୀ ତହସିଲ ଅନ୍ତର୍ଗତ କାଂଶପଦା ଠାରେ ପ୍ଲଟ ଦେବା ନାଁରେ ସେ ଟଙ୍କା ଥକି ନେଇଥିବା ଗ୍ରାହକମାନେ ଅଭିଯୋଗ କରିଥିଲେ |
Related Posts
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021
ସୀମାନ୍ତରେ ଏନ୍କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
19 January 2021