Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୪ ଦିନ ହେଲା ନିଖୋଜ ଥିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି, ମିଳିଲା ମୃତଦେହ

10/05/2021 at 8:26 PM

ନୂଆଦିଲ୍ଲୀ ୧୦/୦୫ : ଷ୍ଟେଲିବ୍ରିଜ୍‌ ସେଲ୍‌ଟିକ୍‌ ଫୁଟବଲ କ୍ଲବର ଷ୍ଟାର ଫୁଟବଲର ଜେମ୍ସ ଡିନ୍‌ଙ୍କ ପରଲୋକ ଘଟିଛି । ଗତ ରବିବାର ଲଙ୍କାଶାୟର ପୋଲିସ ତାଙ୍କ ଶବ ଜବତ କରିଥିବା ସୂଚନା ମିଳିଛି । ଗତ ୪ ଦିନ ହେଲା ନିଖୋଜ ଥିଲେ ଜେମ୍ସ ଡିନ୍‌ । ପରିବାର ପକ୍ଷରୁ ପୋଲିସରେ ମାମଲା ରୁଜୁ ପରେ ପୋଲିସ, ପରିବାର ଲୋକେ ଏବଂ ତାଙ୍କ ବନ୍ଧୁମାନେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କେଉଁଠାରେ ତାଙ୍କୁ ଖୋଜିପାଇନଥିଲେ ।

 नई दिल्ली. स्टैलीब्रिज सेल्टिक फुटबॉल क्लब के स्ट्राइकर जेम्स डीन (Footballer James Dean Dead) की मौत हो गई है. रविवार को लंकाशायर पुलिस ने उनका शव बरामद किया. बता दें जेम्स डीन पिछले चार दिनों से लापता थे और पुलिस और उनके परिवार-दोस्त उनकी तलाश कर रहे थे. (फोटो-सोशल मीडिया स्क्रीनशॉट)

୩୫ ବର୍ଷୀୟ ଜେମ୍ସଙ୍କୁ ଶେଷ ଥର ପାଇଁ ମେ ୫ ତାରିଖରେ ଓର୍କର୍ଡ ଡ୍ରାଇବର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏ ନେଇ ଟ୍ବିଟର ଯୋଗେ ନିଖୋଜ ଖବର ପୋଷ୍ଟ କରିଥିଲା ଲଙ୍କାଶାୟର ପୋଲିସ । ତେବେ ରବିବାର ଦିନ ବ୍ଲାକ୍‌ବର୍ନ ଅଞ୍ଚଳରୁ ଜେମ୍ସ ଡିନ୍‌ଙ୍କ ଶବ ଜବତ କରାଯାଇଥିଲା ।

ତେବେ ଜେମ୍ସ ଡିନ୍‌ଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ପରେ ହିଁ ଘଟଣା ବାବଦରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

 जेम्स डीन की उम्र 35 साल थी और वो आखिरी बार ऑर्कर्ड ड्राइवर इलाके में 5 मई को आखिरी बार देखे गए थे. जेम्स डीन के लापता होने के बाद लंकाशायर पुलिस ने ट्विटर पर उनका फोटो भी पोस्ट किया लेकिन उनका कोई पता नहीं चला. अंत में रविवार को जेम्स डीन का शव ब्लैकबर्न इलाके से बरामद हुआ.  (फोटो-सोशल मीडिया स्क्रीनशॉट)

୬ ଫୁଟ୍‌ ୩ ଇଞ୍ଚ ଲମ୍ବ ଜେମ୍ସ ଡିନ୍‌, ଗ୍ରେଟ୍‌ ହାରବୁଡ ଟାଉନ୍‌ ସହିତ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ କ୍ଲିଥିୟର, ନର୍ଟବିଚ୍‌ ବିକ୍ଟୋରିୟା ଏବଂ ଷ୍ଟେଲିବ୍ରିଜ୍‌ ସେଲ୍ଟିକ୍‌ ଟିମ ସହିତ ଖେଳିଛନ୍ତି । ତାଙ୍କ ମୃତ୍ୟୁରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି ।

 6 फीट 3 इंच लंबे फुटबॉलर जेम्स डीन ने अपना करियर ग्रेट हारवुड टाउन के साथ शुरू किया था. वो क्लिथियोर, नॉर्टविच विक्टोरिया और स्टैलीब्रिज सेल्टिक के साथ भी जुड़े. उनकी मौत पर स्टैलीब्रिज सेल्टिक ने ट्विटर पर शोक भी जताया.  (फोटो-सोशल मीडिया स्क्रीनशॉट)

   Related Posts