Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଶେଷରେ ଜଣାପଡିଲା ଯେ, ପୋଲିସ୍ ଅଫିସରଙ୍କ ସ୍ତ୍ରୀ ଥିଲେ କଲ୍ ଗାର୍ଲ୍ : ହେଲେ ପୋଲିସ ଅଫିସର କିନ୍ତୁ ଆଗରୁ ଜାଣିଥିଲେ ନିଜ ପତ୍ନୀଙ୍କ ବିଷୟରେ

8/01/2019 at 4:27 PM

ଇଂଲଣ୍ଡ ୮/୧: ଇଂଲଣ୍ଡର ଜଣେ ପୋଲିସ୍ ଅଫିସରଙ୍କ ସ୍ତ୍ରୀ ଦେହ ବ୍ୟାପାର କରୁଥିଲେ। ସେ ଦୀର୍ଘ ଦିନରୁ ଏହି ଧନ୍ଦା କରୁଥିଲେ। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହା ତାଙ୍କ ସ୍ବାମୀ ଏବଂ ପରିବାର ଲୋକେ ମଧ୍ୟ ଜାଣିଥିଲେ। ତାଙ୍କ ସ୍ବାମୀ ନିଜ ବିଭାଗରେ ଏହି ବିଷୟର ଲିଖିତ ସୂଚନା ଦେଇଥିଲେ। ୨ବର୍ଷ ପୂର୍ବରୁ ଯେତେବେଳେ ଏହି ମାମଲା ଚର୍ଚ୍ଚାର ପରିସରକୁ ଆସିଥିଲା ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ।

ଏହି ଘଟଣା ୨୦୧୭ମସିହାର। ମିଳିଥିବା ସୂଚନା ଅନୁଯାୟୀ ୩୦ବର୍ଷର ନିକୋଲ ଜେନ (ଛଦ୍ମନାମ) ଟଙ୍କା ଏବଂ ମସ୍ତି ପାଇଁ ଦେହ ବ୍ୟାପାର ଧନ୍ଦାରେ ପଶିଥିଲେ। ନିକୋଲ କେତେକ ପର୍ଣ୍ଣ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ସହିତ ସେ ପର୍ଣ୍ଣ ମଡେଲିଂ ମଧ୍ୟ କରିଛନ୍ତି।

ଜଣେ ସାମ୍ବାଦିକ ଯେତେବେଳେ ଦେହ ବ୍ୟାପାର ସହ ଜଡ଼ିତ ଥିବା ଲୋକଙ୍କ ପର୍ଦ୍ଦା ଫାସ୍ କରିବା ପାଇଁ ନିକୋଲଙ୍କ ସହ ସମ୍ପର୍କ କରିଥିଲେ ସେତେବେଳେ ନିକୋଲ ତାଙ୍କୁ ଏକ ଅଜଣା ସ୍ଥାନକୁ ଡାକିଥିଲେ। ନିକୋଲ ସାମ୍ବାଦିକଙ୍କୁ ଏହି ଯୈାନ ବ୍ୟାପାରର ମୂଲ୍ୟ କହିଥିଲେ ଯେଉଁଥିରେ ଛୁଇଁବାଠାରୁ ଆରମ୍ଭ କରି ଶାରିରୀକ ସମ୍ପର୍କ ସ୍ଥାପନ କରିବା ପାଇଁ ଅଲଗା ଅଲଗା ମୂଲ୍ୟ ରହିଥିଲା।

ଦୀର୍ଘ ୧୦ବର୍ଷ ହେବ ସେ ଏହି ବେଶ୍ୟାବୃତ୍ତିରେ ଅଛନ୍ତି ବୋଲି ସାମ୍ବାଦିକଙ୍କୁ କହିଥିଲେ। ସେ ସପ୍ତାହରେ ୩ଦିନ ଏହି କାମ କରନ୍ତି। ନିକୋଲ କହିଥିଲେ ତାଙ୍କୁ ଏସବୁ କରିବାକୁ ଭଲ ଲାଗିଥାଏ ଏବଂ ସେ ଏସବୁ ଟଙ୍କା ଏବଂ ମସ୍ତି ପାଇଁ କରନ୍ତି। ତାଙ୍କୁ ଥରେ ଏଥିପାଇଁ ପୋଲିସ ଗିରଫ ବି କରିଥିଲେ।

ନିକୋଲଙ୍କ ସ୍ବାମୀଙ୍କୁ ଯେତେବେଳେ ଏହା ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ସେ ଜାଣିଛନ୍ତି ତାଙ୍କ ସ୍ତ୍ରୀ ଜଣେ ବେଶ୍ୟା ବୋଲି। ତାଙ୍କ ସ୍ତ୍ରୀଙ୍କ ବୃତ୍ତିକୁ ନେଇ ତାଙ୍କ ପରିବାର ଲୋକଙ୍କ କୈାଣସି ଆପତ୍ତି ନାହିଁ। ନିକୋଲଙ୍କ ପରିବାରଲୋକଙ୍କ ମଧ୍ୟ କୈାଣସି ଆପତ୍ତି ନାହିଁ। ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି।  

   Related Posts