ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ: ଶିରିଡି-ପୁରୀ ଏକ୍ସପ୍ରେସ ବଗିରୁ ଅଲଗା ହେଲା ଇଞ୍ଜିନ

Published By : Prameya-News7 Bureau | September 30, 2019 IST

ଭୁବନେଶ୍ୱର - ଶିରିଡି-ପୁରୀ ଏକ୍ସପ୍ରେସ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଶିରିଡିରୁ ପୁରୀ ଫେରୁଥିବା ବେଳେ ଡେଲାଙ୍ଗ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି।

ଟ୍ରେନଟି ଟ୍ରାକ ପରିବର୍ତ୍ତନ କରି ପୁରୀ ଆଡକୁ ଯାଉଥିବା ବେଳେ ଇଞ୍ଜିନ ବଗିରୁ ଅଲଗା ହୋଇଯାଇଥିଲା । ଇଞ୍ଜିନ ବଗିର ଅଲଗା ହୋଇ ୨୦ ୦ରୁ ୩୦୦ ମିଟର ଆଗକୁ ପଳାଇଥିଲା । ପରେ ଇଞ୍ଜିନକୁ ବଗି ସହ ସଂଯୋଗ କରାଯାଇଛି। ଅଳ୍ପରେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.