ଭୁବନେଶ୍ୱର ଇସକନ ମନ୍ଦିର ଜବରଦଖଲ ଉଚ୍ଛେଦ

Published By : Prameya-News7 Bureau | July 28, 2018 IST

ଇସକନକୁ ମହଙ୍ଗା ପଡିଲା ଜବରଦଖଲ। ଭୁବନେଶ୍ବର ଇସକନ ମନ୍ଦିର ସମ୍ମୁଖରେ ପାଣି ଜମିବା ପରେ ଇସକନକୁ ନୋଟିସ ଜାରି କରିଥିଲା ବିଏମସି । ମନ୍ଦିର ସମ୍ମୁଖ ସ୍ଥାନକୁ ମନ୍ଦିର ପକ୍ଷରୁ ଜବର ଦଖଲ କରିଥିବାରୁ ମନ୍ଦିର କୁ ନୋଟିସ କରିଥିଲା ବିଏମସି । ମନ୍ଦିର ସମ୍ମୁଖରେ ମନ୍ଦିର ନିର୍ମାଣ କରାଯାଇଥିବା ସମାଧୀ ସ୍ଥଳକୁ ସେଣ୍ଟ୍ରାଲ ଏନଫୋରସମେଣ୍ଟ କମିଟି ପକ୍ଷରୁ ଉଚ୍ଚେଦ କରାଯାଉଛି | ଭୁବନେଶ୍ୱର ଇସକନ ମନ୍ଦିର ଦ୍ୱାରା ଜବରଦଖଲକୁ ଉଚ୍ଛେଦ କରାଯାଉଛି | ନୋଟିସ ମୁତାବକ ଆଜି ବିଏମସି ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି | ସେଣ୍ଟ୍ରାଲ ଏନଫୋରସମେଣ୍ଟ କମିଟି ଏହି ଉଚ୍ଛେଦ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.