Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଭୁବନେଶ୍ୱର ଇସକନ ମନ୍ଦିର ଜବରଦଖଲ ଉଚ୍ଛେଦ

28/07/2018 at 8:01 AM

ଇସକନକୁ ମହଙ୍ଗା ପଡିଲା ଜବରଦଖଲ। ଭୁବନେଶ୍ବର ଇସକନ ମନ୍ଦିର ସମ୍ମୁଖରେ ପାଣି ଜମିବା ପରେ ଇସକନକୁ ନୋଟିସ ଜାରି କରିଥିଲା ବିଏମସି । ମନ୍ଦିର ସମ୍ମୁଖ ସ୍ଥାନକୁ ମନ୍ଦିର ପକ୍ଷରୁ ଜବର ଦଖଲ କରିଥିବାରୁ ମନ୍ଦିର କୁ ନୋଟିସ କରିଥିଲା ବିଏମସି । ମନ୍ଦିର ସମ୍ମୁଖରେ ମନ୍ଦିର ନିର୍ମାଣ କରାଯାଇଥିବା ସମାଧୀ ସ୍ଥଳକୁ ସେଣ୍ଟ୍ରାଲ ଏନଫୋରସମେଣ୍ଟ କମିଟି ପକ୍ଷରୁ ଉଚ୍ଚେଦ କରାଯାଉଛି |
ଭୁବନେଶ୍ୱର ଇସକନ ମନ୍ଦିର ଦ୍ୱାରା ଜବରଦଖଲକୁ ଉଚ୍ଛେଦ କରାଯାଉଛି | ନୋଟିସ ମୁତାବକ ଆଜି ବିଏମସି ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି | ସେଣ୍ଟ୍ରାଲ ଏନଫୋରସମେଣ୍ଟ କମିଟି ଏହି ଉଚ୍ଛେଦ ଚଳାଇଛି |

   Related Posts