Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଏନକାଉଣ୍ଟର ରିଆକ୍ସନ : ମାନେକା କହିଲେ ଭଲହେଲାନି, ରାକ୍ଷୀ ବାନ୍ଧିଲେ ମହିଳା

6/12/2019 at 11:34 AM

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ । ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ । ତେଲେଙ୍ଗାନା ପୋଲିସର ଏହି ଆକ୍ସନକୁ ସ୍ଥାନୀୟ ମହିଳା ମାନେ ସ୍ବାଗତ କରିବା ସହ ପୋଲିସ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି । ସେପଟେ  ବିଜେପି ସାଂସଦ ମାନେକା ଗାନ୍ଧୀ କହିଛନ୍ତି ଯେ, ଆଇନ ଅନୁସାରେ ସମସ୍ତ ଅଭିଯୁକ୍ତ ଦଣ୍ଡ ପାଇଭା ଉଚିତ ଥିଲା ।

   Related Posts