Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କଟକ ଚୌଦ୍ବାରରେ ଏନକାଉଣ୍ଟର : ପୋଲିସ ଗୁଳିରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଉଣ୍ଡ ବବଲୁ ପାୱାର ଆହତ

11/12/2019 at 6:59 AM

କଟକ ୧୧।୧୨: କଟକ ଚୌଦ୍ବାର ଅଞ୍ଚଳରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବବଲୁ ପାୱାର ଆହତ ହୋଇଛି । ତାର ଡାହାଣ ଗୋଡରେ ଗୁଳି ବାଜିଛି । ବବଲୁକୁ ଆହତ ଅବସ୍ଥାରେ  ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବବଲୁ ଗ୍ୟାଙ୍ଗର ୮ ଜଣ ଡକାୟତଙ୍କୁ ଗିରଫ କରିଥିଲା ପୋଲିସ । ଚୌଦ୍ବାର ଅଞ୍ଚଳରେ ଏକ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ସେମାନଙ୍କୁ ଧରିଥିଲା ପୋଲିସ । ହେଲେ ମାଷ୍ଟର ମାଇଣ୍ଡ ବବଲୁ ଖସିଯିବାରେ ସଫଳ ହୋଇଥିଲା । ବିଳମ୍ବିତ ରାତିରେ ନରାଜରେ ଚଢାଉ ବେଳେ ବବଲୁ ପୋଲିସ ହାବୁଡରେ ପଡିଥିଲା । ପୋଲିସ ଧରିବା ପାଇଁ ଚେଷ୍ଟା କରିବା ବେଳେ ବବଲୁ ପୋଲିସ ଉପରକୁ ଫାୟାରିଂ କରିଥିଲା । ପୋଲିସ ବାଧ୍ୟ ହୋଇ ତାର ଗୋଡକୁ ଗୁଳି କରିଥିଲା ପୋଲିସ । ବବଲୁ ନିକଟରୁ ଗୋଟିଏ ବନ୍ଧୁର, ଗୁଳି ଜବତ ହୋଇଛି ।

   Related Posts