ପୁରୀରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଗୁରୁତର

Published By : Prameya-News7 Bureau | August 25, 2019 IST

ପୁରୀ ୨୫/୮: ପୁରୀ ନବକଳେବର ରୋଡରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଗୁରୁତର ହୋଇଛି । ଦିବାନାର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

{"id":148529}

 ଦିବାନା ନାଁରେ ପୁରୀର ବିଭିନ୍ନ ଥାନାରେ ରହିଛି ୨୦ରୁ ଉର୍ଦ୍ଧ୍ବ ମାମଲା । ଏନକାଉଣ୍ଟର ବେଳେ ଅପରାଧୀଙ୍କ ପକ୍ଷରୁ ମଧ୍ୟ ହୋଇଥିଲା ଗୁଳି ଚାଳନା ।  ଏଥିରେ ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ଆହତ ହୋଇଛନ୍ତି । ଥାନା ଅଧିକାରୀଙ୍କ ବାମ ପଟ ହାତରେ ଗୁଳି ବାଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.