Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ପାରାଦୀପ କୁଜଙ୍ଗରେ ପୋଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଡ଼ନ୍ ଗୁରୁତର : ସେପଟେ ଗଂଜାମ ଜିଲ୍ଲା ଆସିକାରେ ଏନକାଉଣ୍ଟରରେ ଅପରାଧୀ ଗୁରୁ ପ୍ରସାଦ ସ୍ବାଇଁ ଗୁରୁତର

5/08/2019 at 10:31 AM

ପାରାଦୀପ ୫/୮: ପାରାଦୀପ କୁଜଙ୍ଗ ପୋଲିସ ଏନକାଉଣ୍ଟର କରିଛି।  ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧି ବିକ୍ରମ ପାଳ ଓରଫ ଡ଼ନ୍ ଗୁରୁତର ହୋଇଛି। ଡନ୍ ର ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡିଆ ରାସ୍ତାରେ ରାହାଜାନି କରୁଥିବା ସମୟରେ ଏନକାଉଣ୍ଟର ହୋଇଛି । ପୂର୍ବରୁ ଡନ୍ ନାଁରେ ବିଭିନ୍ନ ଥାନାରେ ୪୦ ରୁ ଉର୍ଦ୍ଧ ମାମଲା ରହିଛି  ।

ଗଂଜାମ ଜିଲ୍ଲା ଆସିକା ପୋଲିସ୍ ଏନକାଉଣ୍ଟର କରିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ପ୍ରସାଦ ସ୍ବାଇଁ ଗୁରୁତର ହୋଇଛି । ବାମ ଗୋଡରେ ଗୁଳି ବାଜିଥିବାବେଳେ  ତାକୁ ଏମ୍ କେସିଜିରେ ଭର୍ତ୍ତି କରାଯାଇଛି । ତା ନିକଟରୁ ଗୋଟିଏ  ମାଉଜର୍, ଦୁଇଟି ଗୁଳି, ଗୋଟିଏ ବାଇକ୍ ଜବତ କରାଯାଇଛି । ଏନକାଉଣ୍ଟର ବେଳେ ଘଟଣାସ୍ଥଳରୁ ଅନ୍ୟ ଜଣେ  ସହଯୋଗୀ ଫେରାର ହୋଇଯାଇଛି । ଗୁଳି ବିନିମୟ ସମୟରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁରୁ ନାଁରେ ବଡଗଡ ଗାଙ୍ଗପୁର ସନ୍ୟାସୀ ବିଷୋୟୀ ହତ୍ୟାକାଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୧୩ ଟି ଅପରାଧିକ ମାମଲା ରହିଛି ।

   Related Posts