Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଜାମ୍ମୁ -କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର

29/08/2018 at 2:47 AM

ଜାମ୍ମୁ -କାଶ୍ମୀର ୨୯/୮: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର ହୋଇଛି । ୨ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ନିହତ ହୋଇଛନ୍ତି ।  ଏବେବି ଯବାନ-ଆତଙ୍କବାଦୀ ଗୁଳି ବିନିମୟ ଜାରି ରହିଛି । ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ମୁନିୱାଡା ଗାଁକୁ ଘେରାବନ୍ଦି କରି ସେନା ପକ୍ଷରୁ  ସର୍ଚ୍ଚ ଅପରେସନ ଜାରି ରହିଛି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି ।

 

 

   Related Posts