ଜାମ୍ମୁ -କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର

Published By : Prameya-News7 Bureau | August 29, 2018 IST

ଜାମ୍ମୁ -କାଶ୍ମୀର ୨୯/୮: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ସେନାର ଏନକାଉଣ୍ଟର ହୋଇଛି । ୨ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ନିହତ ହୋଇଛନ୍ତି ।  ଏବେବି ଯବାନ-ଆତଙ୍କବାଦୀ ଗୁଳି ବିନିମୟ ଜାରି ରହିଛି । ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ମୁନିୱାଡା ଗାଁକୁ ଘେରାବନ୍ଦି କରି ସେନା ପକ୍ଷରୁ  ସର୍ଚ୍ଚ ଅପରେସନ ଜାରି ରହିଛି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.