Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ରାଇଗୁଡାରେ ତିଆରି ହେଲା ଏନକ୍ଲୋଜର, ଅସୁସ୍ଥ ବାଘୁଣୀର ହେବ ଚିକିତ୍ସା

29/07/2020 at 9:23 AM

ଅନୁଗୋଳ ୨୯।୭: ରାଇଗୁଡାରେ ପ୍ରସ୍ତୁତ ହେଲା ଏନକ୍ଲୋଜର । ସାତକୋଶିଆ ଅଭୟାରଣ୍ୟରେ ଅସୁସ୍ଥ ଥିବା ବାଘୁଣୀକୁ ସେଠାରେ ଚିକିତ୍ସା କରାଯିବ । ସେଥିପାଇଁ ରାଇଗୁଡାରେ ଏନକ୍ଲୋଜର ତିଆରି ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୨ ମାସ ହେବ ବାଘୁଣୀ ଲାଞ୍ଜରେ ଏକ ଲାଲ ରଙ୍ଗର ଉଣ୍ଡ ଚିହ୍ନଟ ହୋଇଛି । ଏନେଇ ଆରସିସିଏଫ ସୂଚନା ଦେଇଥିଲେ । ସେହିଦିନଠାରୁ ବାଘୁଣୀଟି ଧାରା ଦେଉନାହିଁ । ତେଣୁ ତାକୁ ଧରିବା ପାଇଁ ୨ଟି ପୋଷା ହାତୀ ମହେନ୍ଦ୍ର ଆଉ ରାଜକୁମାରକୁ ଆଲର୍ଟ ରଖାଯାଇଥିବା ବେଳେ ଚିକିତ୍ସକ ମଧ୍ୟ ଆଲର୍ଟ ଅଛନ୍ତି ।

ସେହି ଅସୁସ୍ଥ ବାଘୁଣୀର ବୟସ ଅଧିକ ରହିଛି । ତେବେ ତାକୁ ଖୁବ୍ ଶୀଘ୍ର ଧରି ଚିକିତ୍ସା ଆରମ୍ଭ ହେବ ବୋଲି ଆରସିସିଏଫ କହିଛନ୍ତି ।

   Related Posts