ଭିଜିଲାନ୍ସ ଜାଲରେ କୃଷି ବିଭାଗର କର୍ମଚାରୀ…
5/06/2020 at 12:46 PM

ସୁନ୍ଦରଗଡ୫/୬: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ସୁନ୍ଦରଗଡର ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ ଫକୀର କର୍ଣ୍ଣଙ୍କ ସୁନ୍ଦରଗଡସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବରଗଡ଼ ଅତାବିରା ଏବଂ ଭୁବନେଶ୍ବରରେ ଥିବା ବାସଭବନରେ ଭିଜିଲାନ୍ସ ମଧ୍ୟ ଚଢ଼ାଉ ଜାରି ରଖିଛି। ସୁନ୍ଦରଗଡରେ ତାଙ୍କ ସ୍ତ୍ରୀଙ୍କ ନା ରେ ଥିବା ଏଏନଏମ, ଜିଏନଏମ ତଥା ମହେଶ୍ବରୀ ସାଇନ୍ସ କଲେଜରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021
ବସ୍ରେ ଚଢ଼ିବା ବେଳେ ଖସି ପଡିଲେ, ମୁଣ୍ଡ ଉପରେ ଚଢ଼ିଗଲା ଚକ
22 January 2021
ଘାଟିରେ ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ସାମାନ୍ୟ ଆହତ
22 January 2021