ଜୟପୁର ପେପର ମିଲରେ କର୍ମଚାରୀଙ୍କ ଆମରଣ ଅନଶନ
11/07/2018 at 6:47 AM

ଜୟପୁର ପେପର ମିଲରେ କର୍ମଚାରୀଙ୍କ ଆମରଣ ଅନଶନ | ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ | ମାମଲା ଶ୍ରମ କାର୍ଯ୍ୟାଳୟରେ ପହଂଚିଛି | ବିଭିନ୍ନ ଦାବି ନେଇ ୫୫ଦିନ ହେଲା କର୍ମଚାରୀମାନେ ଧାରଣାରେ ବସିଥିଲେ | ତେବେ କମ୍ପାନୀ କର୍ତ୍ତୃପକ୍ଷ ନଶୁଣିବାରୁ ଆମରଣ ଅନଶନରେ ବସିଛନ୍ତି କର୍ମଚାରୀ |
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021