Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ପ୍ରସଙ୍ଗ: ଭୁଲ୍ ମାଗିଲେ ଏଲିନା

16/12/2019 at 1:10 PM

ସମ୍ବଲପୁର ୧୬/୧୨:  ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭୁଲ୍ ମାଗିଛନ୍ତି। ସେ ନ୍ୟୁଜ ୭ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେମାନେ ଏଠାକୁ ଯିବା ପାଇଁ ଅନୁମତି ନେଇଥିଲେ।

   Related Posts