କେନ୍ଦୁଝର ସହରରୁ ୧୧ ଜଣ ଶିଶୁ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | September 01, 2018 IST

କେନ୍ଦୁଝର ୧|୯: କେନ୍ଦୁଝର ସହରରୁ ୧୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । କେନ୍ଦୁଝର ପୋଲିସ, ଶିଶୁ ସୁରକ୍ଷା କର୍ମୀ ଏବଂ ଶ୍ରମ ବିଭାଗ ମିଳିତ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । କେନ୍ଦୁଝର ସହରରେ ଥିବା ବିଭିନ୍ନ ହୋଟେଲ, ଢାବା ଆଦିରେ ଚଢାଉ କରି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.