ଭୁବନେଶ୍ବର ଉପକଣ୍ଠ ଶିଖରଚଣ୍ଡୀରେ ହାତୀ ଆତଙ୍କ
29/06/2020 at 3:49 PM

ଭୁବନେଶ୍ବର୨୯/୬: ଭୁବନେଶ୍ବର ଉପକଣ୍ଠ ଶିଖରଚଣ୍ଡୀ ନିକଟରେ ଜଙ୍ଗଲି ହାତୀ ଆତଙ୍କ। ସୋମବାର ସକାଳେ ୨ଟି ଜଙ୍ଗଲୀ ହାତୀ ପଶି ଆସିଥିଲେ। ଏହି ଖବର ପାଇବା ପରେ ବନ ବିଭାଗ ଅଧିକାରୀ ହାତୀକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ସକାଳେ ହଠାତ୍ ୨ଟି ହାତୀ ଗାଁ ଭିତରକୁ ପ୍ରବେଶ କରିଥିଲେ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021