ପୁରୀରେ ହାତୀ ଉପଦ୍ରବ : ବୁଲୁଛନ୍ତି ୨୫ଟି ହାତୀ

Published By : Prameya-News7 Bureau | December 16, 2018 IST


ପୁରୀ ୧୬/୧୨: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଳଭଦ୍ରପୁର ପଞ୍ଚାୟତରେ ହାତୀ ଉପଦ୍ରବ । ମଣିଜିପୁର ଗହୀରରେ ବୁଲୁଛନ୍ତିହାତୀପଲ । ହାତୀ ପଲରେ ୨୦ରୁ ୨୫ଟି ହାତୀ ଥିବା ଜଣାପଡିଛି । ହାତୀଗୁଡ଼ିକବିଲରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି  ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.