ଖୋର୍ଦ୍ଧା ହଳଦୀପଦା ଅଞ୍ଚଳରେ ହାତୀ ଉପଦ୍ରବ : ଗାଁରେ ପଶି ଘର ଭାଙ୍ଗି ଖାଇଲେ ଧାନ,ଚାଉଳ

Published By : Prameya-News7 Bureau | January 23, 2020 IST

ଖୋର୍ଦ୍ଧା ୨୩/୧: ଖୋର୍ଦ୍ଧା ହଳଦୀପଦା ଅଞ୍ଚଳରେ ହାତୀ ଉପଦ୍ରବ। ବ୍ୟାପକ ଫସଲ ନଷ୍ଟ କରିବା ସହ ଗାଁରେ ପଶି ଘର ଭାଙ୍ଗିଦେଇଛନ୍ତି । ଗାଁର ସଂଜୟ ନାୟକଙ୍କ ଘର କାନ୍ଥ ଭାଙ୍ଗି ଅମଳ ଧାନ ଚାଉଳ ଖାଇଦେଇଥିବା ଅଭିଯୋଗ ହୋଇଛି ।

{"id":214861,"sizeSlug":"large"}

ଘରେ ହାତୀ ପସିବାରୁ ରାତିସାରା ସଂଜୟଙ୍କ ପରିବାର ଲୋକେ ବାହାରେ ରହିଥିଲେ । ହାତୀଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଖୋର୍ଦ୍ଧା ବନବିଭାଗକୁ  ଦାବି କରିଛନ୍ତି।

{"id":214862,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.