Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ନୀଳଗିରି ଅଂଚଳରେ ହାତୀ ଆତଙ୍କ

26/08/2019 at 10:50 AM

ବାଲେଶ୍ଵର  ୨୬/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟ ରେ ହାତୀପଲ ଆସି ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି।ଗତକାଲି ରାତ୍ରିରେ ହାତୀପଲ ଜୋକଲଣ୍ଡା,ଜଗନ୍ନାଥପୁର, ଜାଉଁରୀ, ବେତଶୂଳ ଅଂଚଳରେ ପଶିଥିଲେ।ହେଲେ ଦିନ ହୋଇଯିବାରୁ ଏକ ଦନ୍ତାହାତୀ ଜୋକଲଣ୍ଡା ଗ୍ରାମରେ ରହିଯାଇଥିଲା।ଚାରିପଟେ ଗ୍ରାମବାସୀ ଘେରିଯିବାରୁ ଦନ୍ତାହାତୀଟି ଗର୍ଜନ ଛାଡି ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପସିଯାଇଥିଲା।

ହେଲେ ବୁଲାକୁକୁର ମାନେ ହାତୀଟିକୁ ଭୋକି ଭୋକି ଗାଁରୁ ଅଭୟାରଣ୍ୟ ପର୍ଯ୍ୟନ୍ତ ଘଉଡାଇ ଦେଇଥିଲେ।ଯିବା ରାସ୍ତାରେ ବ୍ୟାପକ ପରିବା ଓ ଧାନ ଫସଲ ନଷ୍ଟ କରିଥିବା ଦେଖାଯାଇଛି।ତେବେ ବାରମ୍ବାର ହାତୀପଲ ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ବନବିଭାଗ ସ୍ଥାୟୀ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବିକରିଛନ୍ତି।

   Related Posts