Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କେନାଲରେ ପୁଣି ଖସିପଡିଲା ଦନ୍ତା, ଦୀର୍ଘ ୧ଘଣ୍ଟାର ସଂଘର୍ଷ ପରେ ପାଣିରୁ ଉଠିଲା

11/09/2019 at 3:33 PM

ଢେଙ୍କାନାଳ ୧୧।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡରେ ଦନ୍ତା ହାତୀ ହଟହଟା । ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ରେଙ୍ଗାଳୀ ବାମ ପାର୍ଶ୍ବ କେନାଲରେ ପୁଣି ଖସିପଡିଲା ଦନ୍ତା ହାତୀ । ସେକ୍ସନ ବଡଝରା ନିକଟରେ କେନାଲ ଭିତରକୁ ଖସିପଡିଥିଲା ।

ଦୀର୍ଘ ୧ଘଣ୍ଟାର ସଂଘର୍ଷ ପରେ ଦନ୍ତା ହାତୀଟି କେନାଲ ପାଣିରୁ ଉଠି ନିକଟସ୍ଥ ବାରିହାପୁର ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଛି । ମାସେ ମଧ୍ୟରେ ଦୁଇ ଥର ପଡିବା ଘଟଣା ।

   Related Posts