କେନାଲରେ ପୁଣି ଖସିପଡିଲା ଦନ୍ତା, ଦୀର୍ଘ ୧ଘଣ୍ଟାର ସଂଘର୍ଷ ପରେ ପାଣିରୁ ଉଠିଲା

Published By : Prameya-News7 Bureau | September 11, 2019 IST

ଢେଙ୍କାନାଳ ୧୧।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡରେ ଦନ୍ତା ହାତୀ ହଟହଟା । ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ରେଙ୍ଗାଳୀ ବାମ ପାର୍ଶ୍ବ କେନାଲରେ ପୁଣି ଖସିପଡିଲା ଦନ୍ତା ହାତୀ । ସେକ୍ସନ ବଡଝରା ନିକଟରେ କେନାଲ ଭିତରକୁ ଖସିପଡିଥିଲା ।

{"id":156177}

ଦୀର୍ଘ ୧ଘଣ୍ଟାର ସଂଘର୍ଷ ପରେ ଦନ୍ତା ହାତୀଟି କେନାଲ ପାଣିରୁ ଉଠି ନିକଟସ୍ଥ ବାରିହାପୁର ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଛି । ମାସେ ମଧ୍ୟରେ ଦୁଇ ଥର ପଡିବା ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.