ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

Published By : Prameya-News7 Bureau | October 29, 2021 IST

ଖୋର୍ଦ୍ଧା ୨୯/୧୦: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳର ଗୋଡିପଡା ଏବଂ ଏହାର ଆଖପାଖ ଅଂଚଳରେ ୧୭ ଟିକିଆ ହାତୀ ପଲଙ୍କ ଉତ୍ପାତ । ହାତୀ ଉପଦ୍ରବ ଫଳରେ ଗୋଡିପଡା ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଉଜୁଡା ଧାନ ବିଲକୁ ଦେଖି ଚିନ୍ତାରେ ଚାଷୀ । ଟାଙ୍ଗୀ ବନାଞ୍ଚଳ ବିଭାଗ ହାତୀପଲଙ୍କୁ ଜଙ୍ଗଲମୁହାଁ କରିବାରେ ବିଫଳ ହୋଇଛି। ବ୍ୟାପକ ଫସଲ ହାନୀକୁ ନେଇ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.