ଧାନ ବିଲରୁ ମାଈ ହାତୀର ମୃତଦେହ ଠାବ

Published By : Prameya-News7 Bureau | January 01, 2021 IST

ଟାଂଗୀ ୧।୧: ଧାନ ବିଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଂଗୀ ବନ ବିଭାଗ ରେଂଜ୍ ଅଧିନସ୍ଥ ଖଜୁରିଆ ଗ୍ରାମର ଏକ ଚାଷ ଜମିରୁ ହାତୀ ମୃତଦେହ ଉଦ୍ଧାର କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ । ଟାଂଗୀ ବନ ବିଭାଗ ରେଂଜ୍ ଇଲାକାରେ ଏବେ ୩୨ଟି ହାତୀ ଅଛନ୍ତି । ରାମେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୨୨ଟି ହାତୀ ଥିବା ଏକ ହାତୀ ପଲ ଉତ୍ପାତ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.