ଶିମିଳିପାଳରେ ମାଈ ହାତୀର ମୃତ୍ୟୁ, କିଡନୀ ଜନିତ ରୋଗରେ ମୃତ୍ୟୁ ସୂଚନା

Published By : Prameya-News7 Bureau | May 12, 2021 IST

କରଞ୍ଜିଆ ୧୨।୫: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ଆନୁମାନିକ ବୟସ ୪୫ ବର୍ଷ ହେବ ବୋଲି କୁହାଯାଉଛି । ଜାତୀୟ ଉଦ୍ୟାନ ରେଞ୍ଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ କର୍ମଚାରୀମାନେ ହାତୀର ମୃତଦେହକୁ ଦେଖିବାକୁ ପାଇଥିଲେ । ହାତୀଟିର କିଡନୀ ଜନିତ ରୋଗରେ ମୃତ୍ୟୁ ହୋଇଥିବା ବନ ବିଭା ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.