କେନାଲରେ ଫଶି ରହିଥିବା ହାତୀ ଛୁଆ ଉଦ୍ଧାର

Published By : Prameya-News7 Bureau | August 16, 2018 IST

କଟକ୧୬/୮:କେନାଲରେ ଫଶି ରହିଥିବା ହାତୀ ଛୁଆ ଉଦ୍ଧାର କରାଯାଇଛି । ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ ଏକ କେନାଲରେ ହାତୀ ପଲଙ୍କ ସହ ଆସିଥିବା ୬ ମାସର ହାତୀ ଛୁଆଟି କେନାଲରେ ପଡିଯାଇଥିଲା । ଏନେଇ ସ୍ଥାନୀୟ ଲେ।କେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଓ ସ୍ଥାନୀୟ ଲେ।କଙ୍କ ସହାୟତ।ରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଆହତ ଅବସ୍ଥାରେ ତାକୁ ଗୁରୁଡିଝାଟିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ହାତୀ ଛୁଆଟି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଖୁଣ୍ଟୁଣି ରେଞ୍ଜର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.