Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ହାତୀ ଆତଙ୍କ

24/05/2018 at 6:34 AM

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ହାତୀ ଆତଙ୍କ। ଆଡ଼ପଡା,ଏରେଣ୍ଡ୍ର,ସାହାସପୁର, ପାଟପୁର,ରାଧାଦେଇପୁର ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । 5 ଟିକିଆ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ବୁଲୁଛନ୍ତି । ବହୁ ଫସଲ ନଷ୍ଟ କରିବା ସହ ବହୁ କୃଷି ଜାତୀୟ ଉପକରଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀ ଘୁଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ବନବିଭାଗକୁ ଅଞ୍ଚଳର ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Leave a Reply

   Related Posts