Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବେଗୁନିଆରେ ହାତୀ ଉପଦ୍ରବ : ଦଳି ଚକଟି ନଷ୍ଟ କଲେ ଫସଲ, ଭାଙ୍ଗିଲେ ପାଚେରୀ

10/01/2021 at 9:45 AM

ଖୋର୍ଦ୍ଧା, ୧୦|୦୧ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଗୋଡା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ୨-୩ ଟି ହାତୀ ଗ୍ରାମରେ ପଶି ବହୁ କ୍ଷୟକ୍ଷତି କରିଛନ୍ତି  ।

ହାତୀପଲ ଗ୍ରାମରେ ଥିବା ଲକ୍ଷ୍ମୀ ସୁନ୍ଦରାୟ , ଭରତ ଚମ୍ପତିଙ୍କ ବାଡିରେ କରିଥିବା କଦଳୀ ବାଗନା ଦଳି ଚକଟି ନଷ୍ଟ କରିଛନ୍ତି । ଏହାସହ ଉତ୍ୟକ୍ତ ହୋଇ ସନ୍ତ ସାମନ୍ତରାୟଙ୍କର ପାଚେରୀ ଭାଙ୍ଗି ଦେଇଛନ୍ତି ।  ଏହା ଦେଖି ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।  ଗ୍ରାମବାସୀ ମାନେ ବନ ବିଭାଗକୁ ଫୋନ କଳେ ମଧ୍ୟ ବନ ବିଭାଗ କୌଣଶି ଦୃଷ୍ଟି ନିକ୍ଷେପ କରୁନାହାନ୍ତି । ଫଳରେ ହାତୀମାନଙ୍କ ଉପଦ୍ରବରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

   Related Posts