Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନଦୀରେ ମାଡିଆସିଲା ପାଣି, ଫସିଗଲେ ୪ ହାତୀ… ଦେଖନ୍ତୁ…

1/09/2020 at 4:23 PM

ପଦ୍ମପୁର ୧।୯: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ । ରାତିରେ ଝାଞ୍ଜ ପାହାଡରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପାହାଡକୁ ଅତିକ୍ରମ କରୁଥିଲେ । ଏହା ହାତୀ ପଲରନିତିଦିନିଆ ରାସ୍ତା । ମଝିରେ ରହିଛି ଅଙ୍ଗନଦୀ । ଏବେ ନଦୀରେ ଅଧିକ ପାଣି ଆସୁଥିବାରୁ ହାତୀ ନଦୀପାର ହୋଇପାରିନଥିଲେ ।

ହାତୀ ପଲରେ ଥିବା ୪ଟି ହାତୀରୁ ଦୁଇଟି ଛୁଆ ଥିବାରୁ ନଦୀପାର କରିପାରିନଥିଲେ । ସକାଳ ହେବାରୁ ଲୋକଙ୍କ ନଜରରେ ଆସିଥିଲେ । ଲୋକଙ୍କ ଗହଳି ଦେଖି ନଦୀପାର ନହୋଇ ପାଖରେ ଥିବା ଘନାମାଲ ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଅଟକି ଯାଇଛନ୍ତି ।

ଏହି ହାତୀ ପଲରେ ଦୁଇଟି ମାଈ ହାତୀ ଓ ଦୁଇଟି ଛୁଆ ଅଛନ୍ତି । ହାତୀଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି । ତେଣୁ ବନ ବିଭାଗ ଲୋକଙ୍କୁ ହାତୀଠୁ ଦୂରରେ ରହିବା ପାଇଁ ସତର୍କ କରୁଛି ଏବଂ ଆଖପାଖ ଗାଁରେ ମଧ୍ୟ ଲୋକଙ୍କୁ ସତର୍କ କରାଉଛି ।

   Related Posts