ଲାଞ୍ଜିଗଡରେ ହାତୀପଲ ଆତଙ୍କ : ବ୍ୟାପକ ଫସଲ ନଷ୍ଟ
5/10/2019 at 8:28 AM

କଳାହାଣ୍ଡି ୫।୧୦: କଳାହାଣ୍ଡି ଲାଞ୍ଜିଗଡ ବ୍ଲକରେ ହାତୀପଲ ଦ୍ବାରା ବ୍ୟାପକ ଫସଲ ନଷ୍ଟ । ଗୋଇପିଟା, ବାନିଗାଁ, ଲାଞ୍ଜିଗଡଠାରେ ଧାନ ଓ କୋଳଥ ଚାଷ ନଷ୍ଟ କରିଛନ୍ତି ହାତୀ ପଲ । ୨୫ରୁ ୩୦ ହାତୀପଲ ଦ୍ବାରା ଫସଲ ନଷ୍ଟ ଅଭିଯୋଗ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ପଲକୁ ଘଉଡାଇବା ସୂଚନା ମିଳିଛି ।

ହାତୀ ପଲରେ ୫ ହାତୀ ଛୁଆ ରହିଛନ୍ତି । ହାତୀ ପଲ ହାଲୁଲଝିମରୀ ଜଗଂଲରେ ଠାବ ହୋଇଛନ୍ତି । ବନ ବିଭାଗ ହାତୀପଲ ଘଉଡାଇବାକୁ ପ୍ରୟାସ ଜାରି ରଖିଛନ୍ତି ।
Related Posts
ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
27 February 2021
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
27 February 2021
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021