କୁଚିଣ୍ଡା ଉପଖଣ୍ଡର ଜମନକିରାରେ ହାତୀ ଉପଦ୍ରବ, ଫସଲ ନଷ୍ଟ କଲେ
6/10/2019 at 11:51 AM

କୁଚିଣ୍ଡା ୬।୧୦: କୁଚିଣ୍ଡା ଉପଖଣ୍ଡର ଜମନକିରାରେ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟା ପୂର୍ବରୁ ହାତୀ ପଲ ନିକଟସ୍ଥ ଜଙ୍ଗଲରୁ ଧାନ କ୍ଷେତକୁ ଚାଲି ଆସୁଛନ୍ତି । ଧାନ ଅମଳ ସମୟ ପାଖେଇ ଆସିଥିବା ବେଳେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଧାନ କ୍ଷେତକୁ ଆସି ଫସଲ ନଷ୍ଟ କରି ଦେଉଛନ୍ତି । ଆଜି ସନ୍ଧ୍ୟା ପୂର୍ବରୁ ହାତୀପଲରେ ଅନ୍ତର୍ଗତ ଝାରମୁଣ୍ଡା ଗଁ। ପାଖରୁ ଚାଲି ଆସିଥିଲେ । ହାତୀ ପଲ ପ୍ରତ୍ୟହ ଝାରମୁଣ୍ଡା, ଭୋଜପୁର, ତବଲକଟା ଅଞ୍ଚଳକୁ ଆସି ଫସଲ ଖାଇବା ସହ ନଷ୍ଟ କରିଦେଉଛନ୍ତି ।
Related Posts
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021
କିଏ ଓ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୁରା ତାଲିକା
24 January 2021