Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗାଁ ମୁହାଁ ହାତୀ ପଲ : ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ

22/06/2021 at 9:47 AM

ଭଦ୍ରକ ୨୨।୬: ଗାଁ ମୁହାଁ ହାତୀ ପଲ । ଭୟରେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ । ହାତୀ ଭୟରେ ଗାଁରେ ପଡିଲା ତାଟି କବାଟ । ସୋମବାର ରାତିରୁ ଗୋଟିଏ ହାତୀ ପଳେଇ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁରେ ପଶିଛି । ହାତୀଟିକୁ ଲୋକମାନେ ସକାଳେ ଦେଖିବା ପରେ ଭୟଭୀତ ହେବା ସହ ବାହାରକୁ ବାହାରି ପାରୁନାହାନ୍ତି ।

ତେବେ ହାତୀ ଦ୍ବାରା କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ନଥିବାବେଳେ, ଘଟଣାସ୍ଥଳରେ ଫରେଷ୍ଟ ଅଫିସର ପହଞ୍ଚି ନଜର ରଖିଛନ୍ତି । ହାତୀଟି ସ୍ଥାନୀୟ ହଦଗଡ ଜଙ୍ଗଲରୁ ଆସିଥିବା ସୂଚନା ମିଳିଛି ।

   Related Posts