Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦିନ ଦ୍ବିପ୍ରହରରେ ରାସ୍ତାରେ ବୁଲୁଛନ୍ତି ହାତୀ, ଲୋକେ ଆତଙ୍କିତ

6/10/2019 at 3:24 PM

ଝାରସୁଗୁଡା ୬|୧୦: ଦିନ ଦ୍ବିପ୍ରହରରେ ରାସ୍ତାରେ ହାତୀ ବୁଲିବା ଦେଖି ଲୋକେ ଆତଙ୍କିତ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ପିତାମାଲ, ଭୀମଜୋର ଜଂଗଲ ନିକଟବର୍ତ୍ତୀ ଅଞ୍ଚଳରେ ୪ଟି ଦନ୍ତା ହାତୀ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଛି। ପ୍ରତିବର୍ଷ ଧାନ ପାଚିବା ସମୟରେ ହାତୀମାନେ କୋଲାବିରା, କିର୍ମିରା, ଲଇକେରା ବ୍ଲକ୍ ସମେତ ବିଭିନ୍ନ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଯୋଗୁଁ ଚାଷୀ ମାନଙ୍କ ସହ ସାଧାରଣ ଲୋକଙ୍କ ବହୁ ଧନଜୀବନ କ୍ଷତି ହୋଇଛି। ତେଣୁ ଆଜି ସକାଳୁ ୪ଟି ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

   Related Posts