କେନ୍ଦୁଝରରେ ଜଙ୍ଗଲରେ ପସିଲେ ହାତୀ ପଲ

Published By : Prameya-News7 Bureau | January 01, 2019 IST

କେନ୍ଦୁଝର ୦୧|୦୧: ଜଙ୍ଗଲକୁ ଧସେଇ ପସିଲେ ୯ଟି ବଣୁଆ ହାତୀ ପଲ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା କଲେଜ ପଛପଟ ୟୁକାଲିପଟାସ ଜଙ୍ଗଲରେ ପଶିଛନ୍ତି ହାତୀ ପଲ । ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପାଖରେ ଟାଉନ୍ ଓ ମାର୍କେଟ୍ ଥିବାରୁ ସତର୍କ ରହିବାକୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି । ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.