ଆଠଗଡରେ ବଣୁଆ ହାତୀ ପଲ ଆତଙ୍କ

Published By : Prameya-News7 Bureau | October 17, 2019 IST

ଆଠଗଡ ୧।୧୦: ଆଠଗଡରେ ବଣୁଆ ହାତୀ ଆତଙ୍କ । ବେଶ୍ କିଛି ଦିନର ନୀରବତା ପରେ ଚନ୍ଦକା ଅଭୟାରଣ୍ୟରୁ ଆଠଗଡ କନ୍ଦରପୁର ଅଞ୍ଚଳକୁ ଫେରିଛନ୍ତି ହାତୀପଲ । ଆଜି ସକାଳୁ ମହାନଦୀ ପାର ହୋଇ ଆଠଗଡ ବନଖଣ୍ଡ ମଧ୍ୟରେ ପ୍ରବେଶ କରିଛନ୍ତି ହାତୀ ପଲ । ନଦୀ ପାର ହେଲା ପରେ ସ୍ଥାନୀୟ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.