Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଠଗଡରେ ବଣୁଆ ହାତୀ ପଲ ଆତଙ୍କ

17/10/2019 at 10:21 AM

ଆଠଗଡ ୧।୧୦: ଆଠଗଡରେ ବଣୁଆ ହାତୀ ଆତଙ୍କ । ବେଶ୍ କିଛି ଦିନର ନୀରବତା ପରେ ଚନ୍ଦକା ଅଭୟାରଣ୍ୟରୁ ଆଠଗଡ କନ୍ଦରପୁର ଅଞ୍ଚଳକୁ ଫେରିଛନ୍ତି ହାତୀପଲ । ଆଜି ସକାଳୁ ମହାନଦୀ ପାର ହୋଇ ଆଠଗଡ ବନଖଣ୍ଡ ମଧ୍ୟରେ ପ୍ରବେଶ କରିଛନ୍ତି ହାତୀ ପଲ । ନଦୀ ପାର ହେଲା ପରେ ସ୍ଥାନୀୟ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

   Related Posts