ହାତୀ ଆତଙ୍କ : ସନ୍ଧ୍ୟା ହେଲେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ
5/07/2019 at 9:05 AM

ଘଟଗାଁ ୫|୭: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଖଡିବାହାଳୀ ଗାଁରେ ହାତୀ ଆତଙ୍କ । ୫ ଦିନ ହେଲା ସନ୍ଧ୍ୟା ହେଲେ ଗାଁକୁ ହାତୀପଲ ମାଡି ଆସୁଛନ୍ତି । ଜମିର ଫସଲ ସବୁ ଦଳି କୁଦି ନଷ୍ଟ କରୁଛନ୍ତି ହାତୀପଲ । ଗଛପତ୍ର ମଧ୍ୟ ହାତୀପଲ ଖାଇଗଲେଣି । ସନ୍ଧ୍ୟା ହେଲେ ଭୟରେ ଲୋକେ ଆଉ ଘରୁ ବାହାରକୁ ବାହାରୁନାହାନ୍ତି । ବନ ବିଭାଗ ଶୀଘ୍ର ହାତୀ ଘଉଡାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021