Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ସାତକୋଶିଆ ଅଭୟାରଣ୍ୟରେ ହାତୀର ମୃତ୍ୟୁ

24/06/2019 at 3:03 PM

ଅନଗୁଳ ୨୪|୬: ଅନଗୁଳ ସାତକୋଶିଆ ଅଭୟାରଣ୍ୟର ଲବଙ୍ଗୀ ନାଳ ନିକଟରେ ଏକ ହାତୀ ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ହାତୀଟିର ବୟସ ୬୦ ବର୍ଷ ପାଖାପାଖି ହେବ । ଦୀର୍ଘ ଦିନରୁ ହାତୀଟି ଅସୁସ୍ଥ ଥିବା ଜଣା ପଡ଼ିଛି । ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ହାତୀଟିକୁ ପୋତି ଦେଇଛନ୍ତି ।

   Related Posts