ପରିତ୍ୟକ୍ତ କୂଅରେ ଫଶିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରୀ

Published By : Prameya-News7 Bureau | October 24, 2019 IST

ସୁନ୍ଦରଗଡ୨୪|୧୦: ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିରତୋଳା ଗାଁ ପଞ୍ଚୁପଡାର ପରିତ୍ୟକ୍ତ କୂଅରେ ହାତୀ  ଗଳିପଡିଛି । ଘଟଣା ସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରୀ ରହିଛି ।  କିଛିଦିନ ହେବ ୨୦ ଟି ହାତୀ ସେ ଅଞ୍ଚଳରେ ବୁଲୁଥିଲେ ।ଗତକାଲି ରାତିରେ ହାତୀଟି କୂଅ ଭିତରେ ଫସି ଯାଇଥିବା ଜଣା ପଡ଼ିଛି ।ଜେସିବି ସାହାର୍ଯ୍ୟରେ ହାତୀକୁ ଉଦ୍ଧାର ଲାଗି ଉଦ୍ୟମ ଜାରୀ ରହିଛି ।

{"id":174088}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.