Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପରିତ୍ୟକ୍ତ କୂଅରେ ଫଶିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରୀ

24/10/2019 at 11:57 AM

ସୁନ୍ଦରଗଡ୨୪|୧୦: ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିରତୋଳା ଗାଁ ପଞ୍ଚୁପଡାର ପରିତ୍ୟକ୍ତ କୂଅରେ ହାତୀ  ଗଳିପଡିଛି । ଘଟଣା ସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରୀ ରହିଛି ।  କିଛିଦିନ ହେବ ୨୦ ଟି ହାତୀ ସେ ଅଞ୍ଚଳରେ ବୁଲୁଥିଲେ ।ଗତକାଲି ରାତିରେ ହାତୀଟି କୂଅ ଭିତରେ ଫସି ଯାଇଥିବା ଜଣା ପଡ଼ିଛି ।ଜେସିବି ସାହାର୍ଯ୍ୟରେ ହାତୀକୁ ଉଦ୍ଧାର ଲାଗି ଉଦ୍ୟମ ଜାରୀ ରହିଛି ।

   Related Posts